ସେଲଫି ହେଲା କାଳ,

Spread the love

 ସୂଚନା ଅନୁଯାୟୀ ଜ୍ୟୋତିଷ୍ମାନ ତାଙ୍କ ବାପା, ମା, ଭଉଣୀ ଓ ସମ୍ପର୍କୀୟଙ୍କ ସହିତ ମିଶି କୁମ୍ଭୀଝରକୁ ବଣଭୋଜି କରିବାକୁ ଆସିଥିଲେ । ପରିବାର ଓ ସମ୍ପର୍କୀୟମାନେ ରନ୍ଧାବଢ଼ା ଓ ଗପସପରେ ବ୍ୟସ୍ତ ଥିବା ବେଳେ ଜ୍ୟୋତିସ୍ମାନ ମୋବାଇଲ ଧରି ଜଳ ପ୍ରପାତରେ ସେଲଫି ନେଉଥିଲେ । ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ସେ ପ୍ରାପତ ମଧ୍ୟକୁ ଖସି ଯାଇଥିଲେ । 

Leave a Reply

Your email address will not be published. Required fields are marked *